Raja Parba 2024

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀଭାବେ ଜଡିତ।ସାମାଜିକ ଜୀବନକୁ ସରସ ସୁନ୍ଦର କରିବାପାଇଁ ସାଧାରଣତଃ ପର୍ବ ଗୁଡ଼ିକର ସୃଷ୍ଟି । ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହା ଓଡ଼ିଶାର ଝିଅ ବୋହୁ ମାନଙ୍କର ଏକ  ସ୍ୱତନ୍ତ୍ର ଏବଂ ପ୍ରଧାନ ପର୍ବ। 

Contact Us Now!

The Odia Trust Sarjapura is a community social organization in Bangalore dedicated to serving both humanity and spirituality. Please feel free to contact us at 9902272002 for any queries or assistance